ପେଷାଦାରି Peshādāri

  • ବୈଦେ. ବି. (ଫା) — ବ୍ୟବସାୟ କରିବା ବୃତ୍ତି; ପେଶାଦାରର କାର୍ଯ୍ୟ — The state of following a regular profession or trade
  • ବୈଦେ. ବି. (ଫା) — ପେଶାଦାର ଲୋକର ବ୍ୟବହାର — The conduct of a professional man
  • ବିଣ — ପେଷାଦାରିଆ (ଦେଖ) — Peshādāriā (See)