ପେଷାଇବା Peshāibā

  • ଦେ. କ୍ରି — ପେଷିବା କ୍ରିୟାର ଣିଜନ୍ତ ରୂପ — The causative form of Peshibā
  • ଦେ. କ୍ରି — ଚୂରାଇବା — To cause to be ground
  • ଦେ. କ୍ରି — ଦଳାଇବା — To cause to be kneaded
  • ଦେ. କ୍ରି — ମର୍ଦ୍ଦନ କରାଇବା — To cause to be bruised