ପେଷନ୍ Peshan

  • ପ୍ରାଦେ. (ସମ୍ବଲପୁର) ବି — ପେଷିବା; ପଠାଇବା — To send
  • ପ୍ରାଦେ. (ସମ୍ବଲପୁର) ବି — (ସଂ. ପିଷ୍ ଧାତୁ) ଚୂରିବା; ପେଷଣ କ୍ରିୟା — Pounding; grinding
  • ପ୍ରାଦେ. (ସମ୍ବଲପୁର) ବି — ଶସ୍ୟାଦିର ପିଷ୍ଟ ଚୂର୍ଣ୍ଣ — Corn flour