ପେଳ ମଳା Peḻa maḻā
- ଦେ. ବି. — (ଘୋଡ଼ାକୁ ଆକ୍ତା କରିବା ଉପଲକ୍ଷରେ) ଅଣ୍ଡକୋଷକୁ ମଳିବା — Pressing of the scrotum while gelding a horse
- ଦେ. ବି. — କୌଣସି ବ୍ୟକ୍ତିର ଅଣ୍ଡକୋଷକୁ ଆଉଁସିବା — Rubbing of the testicles
- ଦେ. ବି. — (ଅଶିଷ୍ଟ) (ଲକ୍ଷଣାର୍ଥ) ଚାଟୁ; ଖୋସାମତ — (figurative) (slang) Flattery