ପେଳବ Peḻaba

  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — କୃଶ; କ୍ଷୀଣ — Thin; slim
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — କୋମଳ; ନରମ — Soft; tender
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ମୃଦୁ — Slender; delicate
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ସରୁ; ସୂକ୍ଷ୍ମ — Fine; tender
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ବିରଳ — Rare; scarce
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ଭଙ୍ଗୁର — Fragile
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ବକ୍ର — Bent; crooked
  • ସଂ. ବିଣ. (ପେଳ=କ୍ଷୁଦ୍ରାଂଶ+ବ) — ଲଘୁ; ହାଲୁକା — Light