ପେଲେନ୍ Pelen

  • ବୈଦେ. ବିଣ. (ଇଂ. ପ୍ଲେନ୍) — ଚଉରସ; ସମତଳ — Plain; level
  • ବୈଦେ. ବିଣ. (ଇଂ. ପ୍ଲେନ୍) — ମସୃଣ — Smooth
  • ବି — ସମତଳ କ୍ଷେତ୍ର — A level field
  • ବି — ବଢ଼େଇ ରନ୍ଦା — Carpenter's plane