ପେଲିବା ଠେଲିବା Pelibā ṭhelibā

  • ଦେ. କ୍ରି. (ସହଚର ଶବ୍ଦ) — ଜୋରରେ ଠେଁସିବା — To push with force
  • ଦେ. କ୍ରି. (ସହଚର ଶବ୍ଦ) — (ଗୁରୁଜନ ଆଦିଙ୍କୁ) ଖାତିର ନ କରିବା; ଅମାନ୍ୟ କରିବା — To disregard (one's superiors)
  • ଦେ. କ୍ରି. (ସହଚର ଶବ୍ଦ) — ଡାକୁ ଯାହା ମୁରଲୀ, ସ୍ୱାମୀକୁ ପେଲି ଠେଲି; ଧାବନ ବଶେ ଖସେ ନିତମ୍ବ ବାସ। କବିସୂର୍ଯ୍ୟ. ସଙ୍ଗୀତ।