ପେଲି ହେବା Peli hebā

  • ଦେ. କ୍ରି — ଉର୍ଦ୍ଧ୍ୱଶ୍ୱାସ ଯୋଗୁଁ ବା ଧଇଁ ଯୋଗୁଁ ଉପର୍ଯ୍ୟୁପରି ଆଗକୁ ପଛକୁ ଖୁବ୍ ଜୋରରେ ଆନ୍ଦୋଳିତ ହେବା; ହାମ୍ପି ହେବା — To be violently convulsed with severe and repeated asthmatic spasms