ପେଲଣା କାଠି Pelaṇā kāṭhi

  • ଦେ. ବି — ଧାନ କୁଟାଳୀ ଢିଙ୍କି ଲାଞ୍ଜିରେ ଠିଆ ହୋଇ ଧାନ କୁଟୁଥିବା ସମୟରେ ଢିଙ୍କି ମୁଣ୍ଡାରେ ପଣା ହୋଇଥିବା ଧାନକୁ ନିଜର ହାତରେ ଶୁଖାଇ (ଗୋଳାଇ) ଦେବା ପାଇଁ ବ୍ୟବହୃତ ଏକପ୍ରକାର ବଙ୍କା ବାଡ଼ି — A curved pole used by a person standing at the tail-end of a Ḍhiṅki to stir the corn in the hole (receiver) of the Ḍhiṅki
  • ଦେ. ବି — ପେଲଣା ଜାଲ ଯେଉଁ ତ୍ରିକୋଣାକାର ବନ୍ଧ ବାଉଁଶରେ ବନ୍ଧା ହୋଇଥାଏ — The triangular bamboo frame of a pushing net