ପେରୋଜା Perojā
- ସଂ. ବି. (ଫା. ଫୀରୋଜା; ସଂ. ପେରୋଜମ୍; ହରିତାସ୍ମ; ପେଜର ଓ ତୁରଷ୍କମଣି) — ତୁରଷ୍କମଣି; ପାରସ୍ୟ ଦେଶୀୟ ନୀଳ ହରିଦ୍ବର୍ଣ୍ଣ ଉପରତ୍ନବିଶେଷ — Torquois (a minor gem)
- ସଂ. ବି. (ଫା. ଫୀରୋଜା; ସଂ. ପେରୋଜମ୍; ହରିତାସ୍ମ; ପେଜର ଓ ତୁରଷ୍କମଣି) — [ଦ୍ର—ଏହା ଦୁଇ ପ୍ରକାରର। ଏକ ପ୍ରକାରର ରଙ୍ଗ ସବୁଜ ଓ ଅନ୍ୟର ରଙ୍ଗ ପାଉଁଶିଆ। ଏହାର ଭସ୍ମ ଔଷଧରେ ଲାଗେ ।]