ପେବଲ୍ ଚଷମା Pebal chashamā

  • ଦେ. ବି. (ଇଂ. ପେବ୍ଲ୍+ଫା. ଚଶ୍ମା) — ସ୍ୱଚ୍ଛ ପଥର ଘସା ହୋଇ ତିଆରି ହୋଇ ଥିବା ପ୍ରଚକ୍ଷୁ — Spectacles made from pebbles