ପେନ୍ସ୍ Pen-s
- ବୈଦେ. ବି. (ଇଂ. ପେନ୍ନୀର ବହୁବଚନ) — ଇଂଲଣ୍ଡରେ ପ୍ରଚଳିତ ତାମ୍ର ମୁଦ୍ରା; ଏକ ଶିଲିଙ୍ଗର 12 ଭାଗରୁ ଏକ ଭାଗ — ଇଂଲଣ୍ଡରେ ପ୍ରଚଳିତ ତାମ୍ର ମୁଦ୍ରା; ଏକ ଶିଲିଙ୍ଗର12ଭାଗରୁ ଏକ ଭାଗ—Pence
- ବୈଦେ. ବି. (ଇଂ. ପେନ୍ନୀର ବହୁବଚନ) — [ଦ୍ର—ଏହି ଶବ୍ଦ ପେନିର ବହୁବଚନ ଅଟେ।]
- ଦେ. ବି — ପିନସ (ଦେଖ) — Pinasa (See)