ପେନ୍ସିଲ୍ Pen-sil
- ବୈଦେ. ବି. (ଇଂ) — କାଳୀର ବିନା ସାହାଯ୍ୟରେ ଅସ୍ଥାୟୀ ଭାବରେ ଲେଖିବା ପାଇଁ ବ୍ୟବହୃତ ସୀସାର ବା ଖଡ଼ିର ଲେଖନୀ — Pencil
- ବୈଦେ. ବି. (ଇଂ) — [ଦ୍ର—କାଗଜରେ ଲେଖିବା ପାଇଁ ବ୍ୟବହୃତ ଉଡନ୍ ପେନ୍ସିଲ୍ ବା ଲେଡ଼୍ ପେନ୍ସିଲ୍ ଓ ସ୍ଲେଟ ଉପରେ ଲେଖିବା ପେନ୍ସିଲକୁ ଖଡ଼ି ପେନ୍ସିଲ୍ ବା ସ୍ଲେଟ୍ ପେନ୍ସିଲ୍ କହନ୍ତି। ଭିନ୍ନ ଭିନ୍ନ ରଙ୍ଗର ପେନ୍ସିଲ୍କୁ ସେହି ସେହି ରଙ୍ଗର ନାମରେ ନାମକରଣ କରାଯାଏ, ଯଥା—ନାଲି, ନେଳି, ବାଇଗଣୀ ପେନ୍ସିଲ୍। ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ବ୍ୟବହୃତ ପେନ୍ସିଲର ମଧ୍ୟ ଭିନ୍ନ ନାମ ଅଛି, ଯଥା—ଡ୍ରଇଙ୍ଗ୍ ପେନ୍ସିଲ୍, କପିଙ୍ଗ୍ ପେନ୍ସିଲ୍, ସ୍ଲେଟ୍ ପେନ୍ସିଲ୍ ।]