ପେନ୍ଦୁରା Pendurā

  • ଦେ. ବିଣ. ପୁଂ — ପେନ୍ଦ ରୋଗାକ୍ରାନ୍ତ ବ୍ୟକ୍ତି — (a person) Suffering from prolapse of the uterus or of the rectum
  • ଦେ. ବିଣ. ପୁଂ — ପେନ୍ଦାମୁହାଁ (ଦେଖ) — Pendā muhāñ(See)