ପେଣ୍ଡି Peṇḍi

  • ଦେ. ବି.—(ପେଣ୍ଡାର ଆଦରାର୍ଥକ ଆକାର) — ଛୋଟ ଗୁଚ୍ଛ — A small cluster
  • ଦେ. ବି.—(ପେଣ୍ଡାର ଆଦରାର୍ଥକ ଆକାର) — ଧାତୁର ବା ପାଟଫୁଲିର ଗୁଚ୍ଛ; ଭୁଣ୍ଡିର ସ୍ତବକ — Tassels; a cluster ot pendants
  • ଦେ. ବି.—(ପେଣ୍ଡାର ଆଦରାର୍ଥକ ଆକାର) — ପିଣ୍ଡୀ; ଛୋଟ ବେଦୀ — A small platform or seat
  • ଦେ. ବି.—(ପେଣ୍ଡାର ଆଦରାର୍ଥକ ଆକାର) — ନୋଥର ତଳରେ ଝୁଲୁଥିବା ଝୁମ୍ପା — 5. A cluster of tiny pendants hanging from a circular nose-ring