ପେଣ୍ଡା ବାଳ Peṇḍā bāḻa

  • ଦେ. ବି. — ଗୋଛାଏ ଲମ୍ବ ବାଳ; ସ୍ଥୂଳ କେଶଗୁଚ୍ଛ — A thick mass of flowing hair
  • ଦେ. ବି. — ପେଣ୍ଡାବାଳ ମୁକୁଳାଇ ବସିଅଛି କେହି। ରାଧାନାଥ, ମହାଯାତ୍ରା।