ପେଣ୍ଡି ଖଜୁରା Peṇḍi khajurā

  • ଦେ. ବି.—(ସଂ. ପିଣ୍ଡ ଖର୍ଜୁର) — ଆରବ ଓ ମିଶର ଆଦି ଦେଶଜାତ ଏକ ପ୍ରକାର ଖଜୁରୀ କୋଳି — Arabian dates
  • ଦେ. ବି.—(ସଂ. ପିଣ୍ଡ ଖର୍ଜୁର) — [ଦ୍ର—ଏହା ମାଂସଳ ଓ ସୁମିଷ୍ଟ। ପାଚିଲା ଫଳଗୁଡ଼ିଏ ଏକତ୍ର ରଖାଗଲେ ପିଣ୍ଡ ବା ଗୋଟା ବାନ୍ଧି ଯାଏ।]