ପେଣ୍ଠିଆ Peṇṭhiā
- ଦେ. ବିଣ — ଛୋଟ; ବାଙ୍ଗୁରା — Dwarfish; small; stunted
- ପ୍ରାଦେ (ଗଡ଼ଜାତ) ବି — ଯେଉଁ ବ୍ୟକ୍ତି ଶିକାରୀ ପଛରେ ମଞ୍ଚାରେ ବସିଥାଏ ଓ ଜନ୍ତୁ ଆସିଲେ ଶିକାରୀକୁ ଦେଖାଏ, ବନ୍ଧୁକ ଧରିଥାଏ, କାର୍ତ୍ତୁଜ୍ ଯୋଗାଏ ଓ ଶିକାରୀକୁ କୌଣସି ଜନ୍ତୁ ଆକ୍ରମଣ କଲେ ଛୁରୀଦ୍ୱାରା ତାକୁ ଆଘାତ କରେ — A person who sits behind the hunter on the machan and is always ready at hand to do his bidding and help him