ପେଣ୍ଟିଆ Peṇṭiā

  • ପ୍ରାଦେ (ଜୟପୁର) ବି — ଏକଜାତୀୟ ଓଡ଼ିଆ କୃଷକ — A class of Oriya cultivators of Jeypur in Vizag district
  • ପ୍ରାଦେ (ଜୟପୁର) ବି — [ଦ୍ର—ଏମାନେ ବସ୍ତର ଅଞ୍ଚଳରୁ ଆସି ଜୟପୁରରେ ବାସ କରିଅଛନ୍ତି। ]