ପେଟେଇବା Peṭeibā

  • ଦେ. କ୍ରି—(ପେଟ ଶବ୍ଦରୁ ଓଡ଼ିଆ ନାମ ଧାତୁ) — ଭୂମିରେ ପେଟ ଲଗାଇ (କୁମ୍ଭୀର ପରି) ହାତ ଗୋଡ଼କୁ ଚଳାଇବା ଦ୍ୱାରା ଗତି କରିବା — To move with the hands and legs by having the belly grovelling on the ground; to creep on one's belly; to crawl
  • ଦେ. କ୍ରି—(ପେଟ ଶବ୍ଦରୁ ଓଡ଼ିଆ ନାମ ଧାତୁ) — [ଦ୍ର—ଶିଶୁମାନେ ପ୍ରଥମେ ପେଟାନ୍ତି, ତା ପରେ ଗୁରୁଣ୍ଡନ୍ତି ତା ପରେ ଚାଲନ୍ତି।]