ପେଟି ଶେଣୀ Peṭi ṡeṇī

  • ଦେ. ବି — ଚାଳ ଘରର ଉରାକୁ ଲଗାଇ କରି ଦିଆଯିବା ଲମ୍ବା ଶେଣୀ — The long wall-plate put over the Urā of a thatched house
  • ଦେ. ବି — [ଦ୍ର—ଏହା ଯୋଗୁଁ ଉରା ଦମ୍ଭ ହୁଏ। ବାଡ଼ିତିଆଡ଼ି କାନ୍ଥର ବାଉଁଶର ଅଗମାନ ଏହି ଶେଣୀରେ କଣ୍ଟାଦ୍ୱାରା ମରାଯାଏ।]