ପେଟି ମାଛ Peṭi māchha

  • ପ୍ରାଦେ. (ବାଲେଶ୍ୱର) ବି — ମାଛର ପେଟ ନିକଟରୁ କଟା ଯାଇଥିବା ଅଂଶ ବା ଖଣ୍ଡ — Bits cut from the belly of a large fish
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏଥିରେ ମାଛର ଅନ୍ୟ ଅଂଶ ଅପେକ୍ଷା କମ କଣ୍ଟା ଥାଏ ଓ ଏହା ତେଲିଆ ଓ କୋମଳ ଥିବାରୁ ରନ୍ଧା ବା ଭଜା ହେଲେ ଖାଇବାକୁ ଭଲ ଲାଗେ।]