ପେଟି ବତା Peṭi batā

  • ଦେ. ବି — ଚାଳର କାମଡ଼ାରେ ଲାଗିବା ତଳ ପାଖର ବତା — The split bamboos which are put on the inner side of the bamboo frame- work of a thatch
  • ପ୍ରାଦେ. (ଗଡ଼ଜାତ) ବି — ଟୋକେଇ, ମୁଗୁରା, ଖଇଞ୍ଚି ଓ ପୋଳୁହର ଭିତର ପାଖେ ବନ୍ଧାଯିବା ବତା — Bamboo laths attached to the inner side of ordinary baskets and fishing baskets