ପେଟି କାନ୍ତରାଟ Peṭi kāntarāṭa

  • ବୈଦେ. ବି. (ଇଂ. ପେଟ୍ଟୀ କଣ୍ଟ୍ରାକ୍ଟର୍) — କୌଣସି ପୂର୍ତ୍ତ କାର୍ଯ୍ୟରେ ବଡ଼ କଣ୍ଟ୍ରାକ୍ଟରର ଅଧୀନ ଛୋଟ କଣ୍ଟ୍ରାକ୍ଟର — A sub-contractor; petty contractor