ପେଟରେ ପକେଇବା Peṭare pakeibā

  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ୟାୟ ଭାବରେ ଆତ୍ମସାତ୍ କରିବା — (figurative) To misappropriate
  • ଦେ. କ୍ରି — ଖାଇବା; ଉଦରସାତ୍ କରିବା — To eat
  • ଦେ. କ୍ରି — ଅନ୍ୟକୁ ଖାଇବାକୁ ଦେବା — To give food to a person; to feed another