ପେଟର ବେଦନା Peṭara bedanā
- ଦେ. ବି. — ମନୋଗତ ଦୁଃଖ; ଶୂଳ — Mental sorrow
- ଦେ. ବି. — ଗର୍ଭ ବେଦନା; ଗର୍ଭିଣୀର ସନ୍ତାନଧାରଣଜନିତ କଷ୍ଟ; ଗର୍ଭର ଭାରା — The difficulties experienced by a woman during pregnacy
- ଦେ. ବି. — ପ୍ରସବ ବେଦନା; ବିଆଣର ଦୁଃଖ; ଶୂଳ — The pangs of childbirth; labour pain; pangs of labour
- ଦେ. ବି. — ପେଟର ରୋଗ — Bowel complaints
- ଦେ. ବି. — କ୍ଷୁଧାର ଉତ୍ପୀଡ଼ନ — The pangs of hunger