ପେଟର ପିଲା Peṭara pilā
- ଦେ. ବି. — ଆପଣା ଗର୍ଭଜାତ ସନ୍ତାନ — The child of one's womb
- ଦେ. ବି. — ପେଟର ଛୁଆ, ପେଟର ବଚ୍ଚା ଅନ୍ୟରୂପ — ପେଟର ଛୁଆ, ପେଟର ବଚ୍ଚାଅନ୍ୟରୂପ
- ଦେ. ବି. — ସ୍ତନ୍ୟପାୟୀ ଶିଶୁ — A suckling
- ଦେ. ବି. — ମାତୃ ଗର୍ଭ ମଧ୍ୟସ୍ଥ ଜୀବିତ ଭ୍ରୂଣ — A quick foetus in the mother's womb