ପେଟଫୁଲା ଶାଗ Peṭaphulā ṡāga

  • ପ୍ରାଦେ. (ବାଲେଶ୍ୱର) ବି — ପାଣିକୂଳରେ ଜନ୍ମୁଥିବା ଶ୍ୱେତବର୍ଣ୍ଣ ପତ୍ରଯୁକ୍ତ କ୍ଷୁଦ୍ର ଶାକବିଶେଷ — A kind of aquatic pot herb
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହାକୁ ଖାଇଲେ ପେଟ ଫୁଲାଏ ବୋଲି ଲୋକେ ଭୟରେ ଖାଆନ୍ତି ନାହିଁ। ଏହା ଦେଖିବାକୁ ପିତାଶାଗ ପରି।]