ପେଟପୋଛା Peṭapochhā
- ପ୍ରାଦେ. (ସମ୍ବଲପୁର) ବିଣ—(ତୁଳ. ହି. ପେଟ ପୋଛନା=ଅନ୍ତିମ ସନ୍ତାନ) — କୋଡ଼ପୋଛା; ଯେଉଁ ସନ୍ତାନ ପରେ ମାତାଙ୍କର ଆଉ ସନ୍ତାନ ଜନ୍ମେ ନାହିଁ — Last (offspring)
- ବି — କୋଡ଼ ପୋଛା ପିଲା; ଅନ୍ତିମ ସନ୍ତାନ — A mother's last or ultimate child
- ବି — [ଦ୍ର—ଯେଉଁ ପରି କୌଣସି ପାତ୍ରର ଭିତର ନିଃଶେଷରୂପେ ପୋଛି ଆଣିବା ପରେ ପାତ୍ରରେ ଆଉ କିଛି ଜିନିସ ନ ଥାଏ, ସେହି ଉଲାଖରେ କୋଡ଼ପୋଛା, ପେଟପୋଛା ଶବ୍ଦମାନ ବ୍ୟବହୃତ ହୋଇ ଅଛି। ଅର୍ଥାତ୍ ଯେଉଁ ସନ୍ତାନ ଜନ୍ମ ହେଲା ପରେ ମାଆଙ୍କ ପେଟ ନିଃଶେଷରୂପେ ପୋଛି ହୋଇଯାଏ ଓ ତତ୍ପରେ ଆଉ କୌଣସି ସନ୍ତାନ ଜନ୍ମେ ନାହିଁ।]