ପେଟକୁ ଦାନା ଯିବା Peṭaku dānā j̄ibā

  • ଦେ. ବି — ଖାଦ୍ୟ ଦ୍ରବ୍ୟ ଉଦରସ୍ଥ ହେବା — Eating of food
  • ଦେ. ବି — ଖାଦ୍ୟ ରୁଚିବା — Eating with relish
  • ଦେ. ବି — (ଯଥା—ଦୁଇ ମାସ ଜରରେ ପଡ଼ି ମୋ ପେଟକୁ ଦାନା ଯାଉ ନାହିଁ।)