ପେଟ ସଫା ହେବା Peṭa saphā hebā
- ଦେ. ବି — ପରିଷ୍କାର ଝାଡ଼ା ହେତୁ ପେଟ ଭିତରର ମଇଳା ବାହାରି ଯିବା — A copious discharge of stools; a clean evacuation
- ଦେ. ବି — କୌଣସି ଗୁପ୍ତ କଥାର ପ୍ରକାଶ — (figurative) Publication or divulging of any secret
- ଦେ. ବି — ପ୍ରସବାନ୍ତେ ଗର୍ଭରୁ ଫୁଲ, ନାଡ଼ ଓ ରକ୍ତାଦି ନିଃଶେଷ ହୋଇ ବାହାରି ଯିବା — The coming out of the placenta and blood etc from the womb after childbirth