ପେଟ ଶୂଳା Peṭa ṡūḻā

  • ଦେ. ବି — ପେଟକୁ ମାରିବା; ଶୂଳ ରୋଗ — Colic pain
  • ଦେ. ବି — ଗର୍ଭିଣୀର ଶୂଳ; ପ୍ରସବ ପୂର୍ବରୁ ଗର୍ଭିଣୀର ପେଟରେ ଅନୁଭୂତ ବେଦନା — The pangs before childbirth; labour pains