ପେଟ ଲାଗିଯିବା Peṭa lāgij̄ibā

  • ଦେ. ବି — କିଛି ନ ଖାଇବାରୁ କିମ୍ବା ଦୀର୍ଘ ଉପବାସ ଯୋଗୁଁ ପେଟ ଉପରର ଚମଡ଼ା ପିଠି ଆଡ଼କୁ ଲଇଁଯିବା; ପେଟର ଗହ୍ୱର ପିଠିରେ ସଂଲଗ୍ନ ହେବା — पेट पीठसे लगजानाThe stomach becoming depressed or sunken owing to fasting