ପେଟ ରଖିବା

  • ଦେ. କ୍ରି. — ଖାଇବାବେଳେ ପୂର୍ଣ୍ଣଭୋଜନ ନ କରିବା।
  • ଦେ. କ୍ରି. — (ଯଥା—ପେଟ ରଖି ଖାଇଲେ କେବେହେଁ ରୋଗ ହେବ ନାହିଁ।)