ପେଟ ଭାତ Peṭa bhāta

  • ଦେ. ବି — ଉଦରାନ୍ନ ମାତ୍ର; ଚାକିରି ଯୋଗୁଁ କୌଣସି ନଗଦ ଦରମା ନ ମିଳି କେବଳ ମୁଠାଏ ଖୋରାକି ମିଳିବା — Only fooding given as wages to a servant
  • ଦେ. ବି — (ଯଥା—ସେ ପେଟଭାତ ଖାଇ ସେଠେଇଁ ଚାକିରି କରିଛି।)