ପେଟ ବନ୍ଦନ କରିବା Peṭa bandana karibā

  • ଦେ. କ୍ରି — ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା ପୂର୍ଣ୍ଣ ଗର୍ଭବତୀର ପ୍ରସବ କ୍ରିୟାକୁ ବିଳମ୍ବିତ କରିବା — To cause delay in delivery by the use of charms or black magic
  • ଦେ. କ୍ରି — ମନ୍ତ୍ର ଯନ୍ତ୍ରଦ୍ୱାରା ବନ୍ଧ୍ୟା କରାଇବା — To cause sterility in a woman by applying charms