ପେଟ ବଥେଇବା Peṭa batheibā

  • ଦେ. ବି — ପେଟକୁ ମାରିବା — Colic pain
  • ଦେ. ବି — ପ୍ରସବ କରିବା ପୂର୍ବରୁ ବେଦନା ଅନୁଭବ କରିବା; ପ୍ରସବଶୂଳ — Undergoing pangs before childbirth