ପେଟ ଫୁଲିବା Peṭa phulibā

  • ଦେ. ବି — ପେଟ ଫୁଲାଇବା (ଦେଖ) — Peṭa phulāibā (See)
  • ଦେ. ବି — ଜନ୍ମ କରିବାର ଅବ୍ୟବହିତ ପରେ ପ୍ରସୂତିର ଗର୍ଭର ଚାରିପାଖେ ଲୁଗା ନ ଭିଡ଼ିବା ଯୋଗୁଁ ଗର୍ଭର ସ୍ଫୀତି — Swelling of the abdomen of a newly delivered mother unless it is immediately tied with a bandage