ପେଟ ଫୁଲାଇବା Peṭa phulāibā
- ଦେ. ବି — ପୂର୍ଣ୍ଣଭୋଜନ ବା ବାୟୁରୋଗ ଜନିତ ଉଦର ସ୍ଫୀତି; ପେଟ ଫାମ୍ପିବା — Swelling of the abdomen due to indigestion or wind in the stomach
- ଦେ. ବି — (ଲକ୍ଷଣାର୍ଥ) ବିମର୍ଷତା — (figurative) Sullenness
- ଦେ. ବି — ଦେଖିଲେ କଥା ନ କହେ ନ ଦେଖିଲେ ପେଟ ଫୁଲାଉ ଥାଏ। ଢଗ।