ପେଟ ଫମ୍ପା Peṭa Phampā
- ଦେ. ବି — ଗର୍ଭସ୍ଫୀତି; ବାୟୁର ପ୍ରକୋପରୁ ଗର୍ଭ ସ୍ଫୀତ ହେବା — Tympanites; flatulency; swelling of the belly (due to wind in the bowels)
- ଦେ. ବି — (ପେଟ ଫୁଲାଇଲେ ମନୁଷ୍ୟ ଯେପରି ଅସ୍ଥିର ହୁଏ ସେହିପରି କୌଣସି ଗୁପ୍ତକଥା ପ୍ରକାଶ ନ କରିବା ପର୍ଯ୍ୟନ୍ତ ଅସ୍ଥିର ହେବା — Uneasy feeling till one gives out a secret entrusted to him