ପେଟ ପୂରିବା Peṭa pūribā
- ଦେ. ବି — ଖାଦ୍ୟ ଦ୍ୱାରା ଉଦରର ପୂର୍ତ୍ତି — Having a full meal
- ଦେ. ବି — ଏତେ ଖାଇ ନ ପୂରିଲା ପେଟ ବିରି ଓଳିଆରେ ମାରୁଛ ହାତ—ଢଗ।
- ଦେ. ବି — (ଲକ୍ଷଣାର୍ଥ) ସନ୍ତୁଷ୍ଟ ହେବା; ଆଶାର ପୂର୍ତ୍ତି — (figurative) Fulfilment of one's wish or hope
- ଦେ. ବି — ଚାହିଁଥିବୁ ସିନା ଖାଇବୁ ନାହିଁ, ମୁରୁକି ହସାରେ ପେଟ ପୂରୁଥିବ ଦିନେ ପଦେ କଥା କହିବୁ ନାହିଁ—ଢଗ।