ପେଟ ପୂରା Peṭa Pūrā

  • ଦେ. ବି—(ସଂ. ପେଟ ଓ ପୂର୍ଣ୍ଣ) — ପୂରା ପେଟକରି ଖାଇବା; ପୂର୍ଣ୍ଣ ଭୋଜନଜନିତ ସନ୍ତୋଷ — Satisfaction due to a full meal; eating to the fill
  • ବିଣ — ପୂର୍ଣ୍ଣ ଭୋଜନ କରିଥିବା — Having one's bellyful
  • ବିଣ — ନଈ ତଳେ ଅଙ୍କରାନ୍ତି, ପେଟ ପୂରା କରି ଥରେ ଖାଆନ୍ତି, କାଲି ହେବ ସଙ୍କରାନ୍ତି - ଢଗ।
  • କ୍ରି. ବିଣ — ପୂର୍ଣ୍ଣ ସନ୍ତୋଷ ସହିତ — 2. With full satisfaction
  • କ୍ରି. ବିଣ — ସମ୍ପୂର୍ଣ୍ଣ ସନ୍ତୋଷ ହେବା ପର୍ଯ୍ୟନ୍ତ — To satiety