ପେଟ ପୂରାଇବା Peṭa pūrāibā

  • ଦେ. କ୍ରି — ଭୋଜନ କରିବା — To eat
  • ଦେ. କ୍ରି — ସତ୍ ବା ଅସତ୍ ଉପାୟରେ କିମ୍ବା ଖାଦ୍ୟ ବା ଅଖାଦ୍ୟ ଦ୍ୱାରା ଯେନ କେନ ଉଦର ଭର୍ତ୍ତି କରିବା — To fill up one's stomach anyhow