ପେଟ ଦେଖାଇବା Peṭa dekhāibā
- ଦେ. କ୍ରି. — ଗର୍ଭଧାରଣ ହେବା ନ ହେବା ବିଷୟ ପରୀକ୍ଷା କରିବା ପାଇଁ ଧାଈକୁ ପେଟ ଦେଖାଇବା — To have one's belly examined by a midwife to find out if one is pregnant
- ଦେ. କ୍ରି. — ନିଜର ଖାଦ୍ୟାଭାବ ମୋଚନାର୍ଥ ଦାତା ଆଦିଙ୍କୁ ଆପଣା ଅବସ୍ଥା ଜଣାଇବା — 1. To express one's want before a doner