ପେଟ ଦୁଃଖ Peṭa duḥkha
- ଦେ. ବି. — ପାକ ଯନ୍ତ୍ରର ବିକ୍ରିୟା — Derangement of the stomach; digestive troubles
- ଦେ. ବି. — ମନୋଗତ ବେଦନା — Internal trouble
- ଦେ. ବି. — ସେ ପରା ଚଢ଼େଇ ପେଟର ଦୁଃଖ ଜାଣି ପାରେ—ଢଗ ।
- ଦେ. ବି. — ପେଟ ମଧ୍ୟରେ ହେଉଥିବା ବେଦନା — The pangs felt inside the belly
- ଦେ. ବି. — ପେଟ ଦୁଃଖ ପିଠି କାହୁଁ ଜାଣିବ ?—ଢଗ