ପେଟ ଦରଦ ହେବା Peṭa darada hebā

  • ଦେ. ବି. — ପେଟରେ ଦରଜ ବୋଧ ହେବା — Pain in the stomach
  • ଦେ. ବି. — ବହୁତ ହସିବା ଯୋଗୁଁ ପେଟରେ ବ୍ଯଥା ଜନ୍ମିବା — A feeling of distress in the belly due to laughing too much