ପେଟ ଟାଣି ବସିବା Peṭa ṭāṇi basibā

  • ଦେ. କ୍ରି. — ପୂର୍ଣ୍ଣ ଭୋଜନ ପରେ ଉଚ୍ଚ ପେଟଟି ଦେଖାଇ କରି ବସିବା — To sit with a protruding belly after a full meal
  • ଦେ. କ୍ରି. — ଭୋଜନ କରି ସୁଖେ ବସେ ପେଟ ଟାଣି । କୃଷ୍ଣସିଂହ. ମହାଭାରତ. ସଭା ।