ପେଟ ଖସିବା Peṭa khasibā

  • ଦେ. ବି — ପେଟ ଖସା (ଦେଖ) — Peṭa khasā (See)
  • ଦେ. ବି — ଜନ୍ମ କରିବା ସମୟ ନିକଟବର୍ତ୍ତୀ ବା ଆସନ୍ନ ହେବାରୁ ଗର୍ଭର ଫୁଲା ତଳିପେଟକୁ ଖସି ଆସିବା — The swelling of the belly descending to the abdomen just before a woman is confined