ପେଟ ଖସାଇବା Peṭa khasāibā

  • ଦେ. କ୍ରି — ହାତ ଦ୍ୱାରା ପେଟରେ ତେଲ ମର୍ଦ୍ଦନ କରି ଉପରୁ ତଳକୁ ଓ ତଳୁ ଉପରକୁ ହାତ ଚଳାଇବା — To massage the outside of the stomach
  • ଦେ. କ୍ରି — ସ୍ତ୍ରୀର ଗର୍ଭସ୍ରାବ ବା ଗର୍ଭପାତ କରିବା; ପେଟ ଭଙ୍ଗାଇବା — To cause abortion; to bring about miscarriage