ପେଞ୍ଚ Pen̄cha
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଯେଉଁ ଲୁହା କଣ୍ଟାର ଅଗପାଖ ମୋଡ଼ି ମୋଡ଼ି ହୋଇଥାଏ ଓ ଯାହାକୁ କାଠ ମଧ୍ୟରେ ଘୂରାଇ କରି ପୂରାଯାଏ; ଇସ୍କ୍ରୁ; ପେଚକଣ୍ଟା; ଭଉଁରୀ; ସ୍କ୍ରୁ — Screw
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଚକ୍ରାକାରରେ ମୋଡ଼ି ମୋଡ଼ି ହୋଇଥିବା ଦଉଡ଼ି; କୁଣ୍ଡଳୀ— କୃତ ରଜ୍ଜୁ — Spiral rope; coil
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଦଉଡ଼ିକୁ ଗୁଡ଼ାଇବାର ଥର ବା ମୋଡ଼ା — A coil of a rope; a twist of a rope
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — କୂଟ କୌଶଳ; ଗୂଢ଼ ଉପାୟ; ଜଟିଳ କୌଶଳ — A deep-laid scheme; a plot; secret or covert plan
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଗୋଲକ ଧନ୍ଦା; ସଙ୍କଟାପନ୍ନ ଅବସ୍ଥା; ଗୋଳମାଳିଆ କଥା; ଧନ୍ଦକା; ବିଷମ ସମସ୍ୟା — Intricacy; a critical predicament; maze; dilemma; a fix; perplexity
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ବିପଦ; ଦାଉ; ଦୁଃଖ; କ୍ଳେଶ; ସଙ୍କଟ; ଘୋର ବିପଦ — Trouble; botheration; inextricable danger
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — କପଟାଚରଣ — Hypocricy
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଚାଲବାଜୀ; ଫନ୍ଦିବାଜୀ — Policy; trick; tactics
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ପ୍ରତିଦ୍ୱନ୍ଦ୍ୱୀକୁ ତଳେ ପକାଇ ଦେବା ନିମନ୍ତେ ମଲ୍ଲର ହସ୍ତ— ପଦାଦିର କୌଶଳଯୁକ୍ତ ଚାଳନ — 2. A clever trick or turn performed by an athlete to bring down his opponent
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ପେଚ ପରି ମୋଡ଼ିମୋଡ଼ିକିଆ ଗତି — Spiral motion
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ଆବର୍ତ୍ତ; ଭଉଁରୀ — Eddy; whirlpool
- ବୈଦେ. ବି—(ଫା. ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ. ସଂ ପୃଚ୍ ଧାତୁ) — ପେଚ ଘୂରିବାର ଆବର୍ତ୍ତ ବା ଥର — One round of a screw